25.1 C
Bhubaneswar
Saturday, March 21, 2026
Homeଓଡିଶାଟ୍ରେନରୁ ଉଦ୍ଧାର ହେଲେ ଶିଶୁ ଶ୍ରମିକ

ଟ୍ରେନରୁ ଉଦ୍ଧାର ହେଲେ ଶିଶୁ ଶ୍ରମିକ

ଭୁବନେଶ୍ୱର: ଟ୍ରେନରୁ ଉଦ୍ଧାର ହେଲେ ଶିଶୁ ଶ୍ରମିକ। ବାହାର ରାଜ୍ୟକୁ ଚାଲାଣ ହେଉଥିବାବେଳେ ଉଦ୍ଧାର ହେଲେ ଶିଶୁ ଶ୍ରମିକ। ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାରହେଲେ ଶିଶୁ ଶ୍ରମିକ। ଆରପିଏଫ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ସମାଜର ମିଳିତ ଉଦ୍ୟମରେ ଉଦ୍ଧାର ହୋଇଛନ୍ତି। ବିହାରରୁ ବାଙ୍ଗାଲୋର ଚାଲାଣ ହେଉଥିବାବେଳେ ଉଦ୍ଧାର କରାଯାଇଛି। ଉଦ୍ଧାର ଶିଶୁ ଶ୍ରମିକଙ୍କୁ ଖୋର୍ଦ୍ଧା CWS ନିକଟରେ ହାଜର କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking