25.1 C
Bhubaneswar
Wednesday, March 18, 2026
Homeଓଡିଶା୨୦ ମାସରେ ୧୫୪ ହାତୀ ମୃତ

୨୦ ମାସରେ ୧୫୪ ହାତୀ ମୃତ

ଭୁବନେଶ୍ୱର: ରାଜ୍ୟରେ ବିଗତ ୨୦ ମାସରେ ୧୫୪ ହାତୀଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଶୂନ୍ୟ କାଳରେ ଚାଲିଛି ଗୃହ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ପୂର୍ବର୍ରୁ ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରିନଥିଲା । ତେଣୁ ବାରମ୍ବାର ଗୃହକୁ ମୁଲତବୀ କରୁଥିଲେ ବାଚସ୍ପତି ସୁରମା ପାଢୀ । ଅପରାହ୍ମ ୪ଟା ଯାଏଁ ଗୃହ ମୁଲତବୀ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking