32.1 C
Bhubaneswar
Saturday, March 14, 2026
Homeଓଡିଶାବିଜେପି ଘୋଡା ବେପାର କରୁଛି: ନବୀନ

ବିଜେପି ଘୋଡା ବେପାର କରୁଛି: ନବୀନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ ବଡ ମନ୍ତବ୍ୟ ଦେଇଛନ୍ତି । ବିଜେପି ଘୋଡା ବେପାର କରୁଛି କହିଲେ ନବୀନ ପଟ୍ଟନାୟକ । ବିଜେପି ପ୍ରାର୍ଥୀ ଘୋଡା ବେପାର ଚେଷ୍ଟା ଜାରି ରଖିଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ । ଆଉ ଦିନକ ପରେ ରାଜ୍ୟସଭା ନିର୍ବାଚନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking