32.1 C
Bhubaneswar
Saturday, March 14, 2026
Homeଓଡିଶାବିଧାୟକଙ୍କୁ ଲୁଚାଇଛି କଂଗ୍ରେସ: ଅଶୋକ

ବିଧାୟକଙ୍କୁ ଲୁଚାଇଛି କଂଗ୍ରେସ: ଅଶୋକ

ଭୁବନେଶ୍ୱର: କଂଗ୍ରେସ ତାର ବିଧାୟକଙ୍କୁ ଲୁଚାଇ କରି ରଖିଛି । ଏମିତି ଅଭିଯୋଗ କଲେ ବିଜେପି ବିଧାୟକ ଅଶୋକ ମହାନ୍ତି । ବିଧାନସଭା ବେଳେ ବିଧାୟକଙ୍କୁ ଲୁଚାଇବା ନିନ୍ଦନୀୟ କହିଛନ୍ତି ଅଶୋକ । କେଉଁଠି ଲୁଚାଇଛନ୍ତି ସେମାନେ କହିପାରିବେ, ବିଜେପି ସମ୍ମୁଖରେ ଲଢୁଛି । କଂଗ୍ରେସର ଅଭିଯୋଗ ଭିତ୍ତିହୀନ କହିଲେ ଅଶୋକ ମହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking