26.1 C
Bhubaneswar
Monday, March 9, 2026
Homeଓଡିଶାଦୁର୍ଘଟଣାରେ ଦିନକୁ ୧୭ ଜଣଙ୍କ ମତ୍ୟୁ: ମୁଖ୍ୟମନ୍ତ୍ରୀ

ଦୁର୍ଘଟଣାରେ ଦିନକୁ ୧୭ ଜଣଙ୍କ ମତ୍ୟୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦୁର୍ଘଟଣାର ସାଙ୍ଘାତିକ ତଥ୍ୟ ଦେଲେ ମୁଖ୍ୟମନନ୍ତରୀ ମୋହନ ମାଝୀ । ବିଧାନସଭାରେ ବିଭୂତିଭୂଷଣ ବଳବନ୍ତରାୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ୧୦ ବର୍ଷରେ ସଡକ ଦୁର୍ଘଟଣାଜନିତ ୧ ଲକ୍ଷ ସଡକ ଦୁର୍ଘଟଣାଜନିତ ୧ଲକ୍ଷ ୧୩ ହଜାର ୩୨୫ଟି ମାମଲା ରହିଛି । ୨୦୨୪ରେ ୧୨ ହଜାର ୩୭୭୫ ମାମଲା ରୁଜୁ ହୋଇଛି । ୬୧୪୨ଜଣଙ୍କ ଜୀବନ ଯାଇଛି । ସେହିପରି ୨୦୨୫ରେ ୧୨ ୭୮୨ ମାମଲା ରୁଜୁ ହୋଇଛି । ୬୪୮୩ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷକରେ ୬୪୮୩ ଜଣଙ୍କ ମୃତ୍ୟୁ ହୋଇଛି । ଦିନକୁ ଯାଉଛି ୧୭ ଜଣଙ୍କ ଜୀବନ । ୧୦ ବର୍ଷରେ ଦୁର୍ଘଟଣାରେ ୫୩ ହଜାର ୪୫୧ ଜଣଙ୍କ ମୃତ୍ୟୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking