27.1 C
Bhubaneswar
Saturday, March 7, 2026
Homeଦେଶ ବିଦେଶମମତାଙ୍କୁ ନେଇ କ୍ଷୋଭ ଝାଡିଲେ ରାଷ୍ଟ୍ରପତି

ମମତାଙ୍କୁ ନେଇ କ୍ଷୋଭ ଝାଡିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଚରଣକୁ ନେଇ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦାର୍ଜିଲିଂ ଅନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀ ଅବସରରେ କ୍ଷୋଭ ପ୍ରକାଶ କରିଛନ୍ତି । କହିଛନ୍ତି, ସ୍ଥାନଟି ସଂକୀର୍ଣ୍ଣ । ମାତ୍ର ଏଠାରେ ୫ ଲକ୍ଷ ଲେକ ଏକତ୍ରିତ ହୋଇପାରିବେ । ମୁଁ ଜାଣିନାହିଁ ପ୍ରଶାସନର ମନରେ କଣ ଥିଲା । ଏପରି ଏକ ସ୍ଥାନ ବାଛିଲେ ଯେଉଁଠାରେ ସାନ୍ତାଳ ଲୋକେ ଯାଇପାରିଲେନି । ପ୍ରଶାସନ ଭାବିଥିଲା କେହି ଉପସ୍ଥିତ ହେବେ ନାହିଁ, ରାଷ୍ଟ୍ରପତି ଆସି ଫେରିଯିବେ । ଯଦି ରାଷ୍ଟ୍ରପତି କୈଣସି ସ୍ଥାନକୁ ଆସନ୍ତି, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ଆସନ୍ତି । ମୁଁ ମଧ୍ୟ ବେଙ୍ଗଲର ଝିଅ ମମତା ଦିଦି ମୋ ସାନ ଭଉଣୀ ପରି । ମୁଁ ଜାଣିନାହିଁ ସେ ମୋ ଉପରେ ରାଗିଛନ୍ତି କି ନାହିଁ , ସେଥିପାଇଁ ଏହା ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking