32.1 C
Bhubaneswar
Friday, March 6, 2026
Homeଓଡିଶାଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ଯୁବକ

ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ଯୁବକ

ଭୁବନେଶ୍ୱର: ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ଯୁବକ । ଆନନ୍ଦପୁର ବଡଦାଣ୍ଡ ସାହିରେ ଅଘଟଣ । ମୃତକ ହେଲେ ଦେବେନ୍ଦ୍ର ମିଶ୍ର ସୂଚନା ଅନୁସାରେ , ଦେବେନ୍ଦ୍ର ଗୁରୁବାର ରାତିରେ ଘରକୁ ଫେରିଥିଲେ । ସେ ଏକାକୀ ରହୁଥିବା ଘରକୁ ଯିବାର କିଛି ସମୟ ପରେ ହଠାତ ଘରଟି ହୁତହୁତ ହୋଇ ଜଳିବାକୁ ଲାଗିଥିଲା । ନିଆଁ ଦେଖି ପଡିଶାଘରେ ରହୁଥିବା ସମ୍ପର୍କୀୟ ମାନେ ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦେବେନ୍ଦ୍ରଙ୍କୁ ଜୀବନ୍ତ ଉଦ୍ଧାର କରିପାରିନଥିଲା । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଯେହେତୁ ଦେବେନ୍ଦ୍ରଙ୍କ ବିଡି ପିଇବାର ଅଭ୍ୟାସ ରହିଛି । ସେହି ବିଡି ନିଆଁରୁ ଘରପୋଡି ହୋଇଥିବା ସନ୍ଦେହ କରିଛନ୍ତି ସମ୍ପର୍କୀୟ ଘଟଣା ସ୍ଥଳରେ ଆନନ୍ଦପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking