35.1 C
Bhubaneswar
Thursday, March 5, 2026
Homeଓଡିଶାଦିଲ୍ଲୀ ଏମ୍ସ ଗଲେ ସୁରେଶ ପୂଜାରୀ

ଦିଲ୍ଲୀ ଏମ୍ସ ଗଲେ ସୁରେଶ ପୂଜାରୀ

ଭୁବନେଶ୍ୱର: ଦିଲ୍ଲୀ ଏମ୍ସ ଗଲେ ସୁରେଶ ପୂଜାରୀ । ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ସୁରେଶ ପୂଜାରୀଙ୍କ ଛାତିରେ ଯନ୍ତ୍ରଣା ଯୋଗୁଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମସ ସ୍ଥାନାନ୍ତର ହୋଇଛନ୍ତି । ସକାଳ ୯ଟାରେ ଦିଲ୍ଲୀ ଯାଇଛନ୍ତି ରାଜସ୍ୱ ମନ୍ତ୍ରୀ । ଚଳିତ ବର୍ଷ ମନ୍ତ୍ରୀଙ୍କର ଏଭଳି ସମାନ ସମସ୍ୟା ଦେଖାଦେଇଥିବାରୁ ସେ ଦିଲ୍ଲୀ ଏମ୍ସରେ ଡାକ୍ତରଙ୍କ ସହ ଯୋଗାଯୋଗ କରି ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏଥିପାଇଁ ମନ୍ତ୍ରୀଙ୍କ ପରିବାର ଲୋକେ ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କୁ ଅନୁରୋଧ କରି ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱର ଏମ୍ସ ଡାକ୍ତର କହିଛନ୍ତି ସୁରେଶ ପୂଜାରୀ ସୁସ୍ଥ ଅଛନ୍ତି । ଞ୍ଜିଓପ୍ଲାଷ୍ଟିକ ପରେ ବି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ସୁଧାର ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking