26.1 C
Bhubaneswar
Monday, March 2, 2026
Homeଓଡିଶାସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗୁଳିମାଡ଼

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗୁଳିମାଡ଼

ଗଞ୍ଜାମ:  ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁଳିମାଡ଼ । ସୋମବାର ସକାଳେ ଜଣେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି । ଯୁବକଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଆହତ ହୋଇ ହସ୍ପିଟାଲେ ଚିକିତ୍ସିତ ହେଉଛନ୍ତି ।ଆହତ ଯୁବକ ହେଲେ ସାଗର ବେହେରା । ସେ ବର୍ତ୍ତମାନ ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସା ହେଉଛଛନ୍ତି । ଯୁବକଙ୍କ କହିବା ଅନୁସାରେ, ସକାଳେ ଗାଁ ପୋଖରିକୁ ଶୌଚ ପାଇଁ ଯାଇଥିବା ବେଳେ ରାସ୍ତାରେ ଶୁଣ୍ଢିବାଙ୍କ ଠାରେ ଦୁଇଜଣ ମୁଖାଧାରୀ ଯୁବକ ଚାଲିଚାଲି ଆଶି ତାଙ୍କର ଗୋଡକୁ ଗୁଳିକରି ଚାଲିଯାଇଥିଲେ । ଏନେଇ ଗ୍ରାମବାସୀଙ୍କ ନିକଟରେ କୌଣସି ସୂଚନା ନାହିଁ । ସ୍ପଷ୍ଟଦିବାଲୋକରେ ଏଭଳି ଗୁଳିକାଣ୍ଡ ଘଟିଥିଲେ ମଧ୍ୟ କିଏ କିପରି ଜାଣିପାରିଲେ ନାହିଁ, ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking