31.1 C
Bhubaneswar
Thursday, February 26, 2026
Homeଓଡିଶାସୁଦଶାବ୍ରତ ନିଷ୍ଠାରେ ପାଳନ କଲେ ମହିଳା

ସୁଦଶାବ୍ରତ ନିଷ୍ଠାରେ ପାଳନ କଲେ ମହିଳା

ରାୟଗଡ: ସୁଦଶାବ୍ରତ ମହା ନିଷ୍ଠାରେ ପାଳନ କଲେ ମହିଳା ମାନେ l ପ୍ରକାଶ ଯେ, ଆଜି ଦୀର୍ଘ ୩୫ ବର୍ଷ ପରେ ନୂତନ ଭାବେ ବ୍ରତଧାରଣ କରିବାର ସୁଯୋଗ ମିଳିଛି l ଯେଉଁ ମହିଳା ମାନେ ପୂର୍ବରୁ ବ୍ରତଧାରଣ କରିନଥିଲେ ଆଜି ସେମାନେ ନୂତନ ଭାବେ ନିଷ୍ଠା ଓ ନିୟମର ସହ ପୂଜାପାଠ କରି ବ୍ରତଧାରଣ କରିଛନ୍ତି l ଏହି ଉପଲକ୍ଷେ ରାୟଗଡ ସଦର ମହକୁମାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା ଲକ୍ଷ୍ମୀଙ୍କ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ଏକତ୍ରିତ ହୋଇ ସୁଦଶାବ୍ରତ ପୂଜା କରିଥିଲେ l ଆଜି ବହୁତ ଭଲ ଦିନରେ ଏହି ବ୍ରତ ପଡ଼ିଥିବା ହେତୁ ବହୁ ସଂଖ୍ୟାରେ ମହିଳା ମାନେ ନୂତନ ଭାବେ ବ୍ରତଧାରଣ କରିଥିବା ନେଇ ମା ଲକ୍ଷ୍ମୀଙ୍କ ମନ୍ଦିର ପୂଜକ ପ୍ରକାଶ କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking