ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣିରୁ ରସୁଲଗଡ ପର୍ଯ୍ୟନ୍ତ ହେବ ସ୍କାଏୱାକ । ଏନଏଚରେ ୫ ଶହ ମିଟର ସ୍କାଏୱାକ ନେଇ ଏନଏଚଏଆଇ ଆଞ୍ଚଳିକ ଅଫିସର ସୂଚନା ଦେଇଛନ୍ତି । ପଥଚାରୀଙ୍କ ନିରାପତ୍ତା ପାଇଁ ନିର୍ମାଣ ହେବ ସ୍କାଏୱାକ ।