30.1 C
Bhubaneswar
Saturday, February 14, 2026
Homeଓଡିଶାଜିଲ୍ଲାପାଳ ପ୍ରୋଟୋକଲ ମାନୁନାହାନ୍ତି: ଦେବାଶିଷ

ଜିଲ୍ଲାପାଳ ପ୍ରୋଟୋକଲ ମାନୁନାହାନ୍ତି: ଦେବାଶିଷ

କଟକ: କଟକ ଜିଲ୍ଲାପାଳଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ ଘଟଣାରେ ଦେବାଶିଷ ପ୍ରତିକ୍ରିୟା ରଖି କହିଛନ୍ତି, ଏବାବଦରେ ମୁଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲି । ତାଙ୍କ ନିର୍ଦ୍ଦେଶକ୍ରମେ ଡିଓପିଟି ବିଭାଗ ଘଟଣାର ଅନୁଧ୍ୟାନ କରିବ । ପୂର୍ବରୁ ପ୍ରଟୋକଲ ମାନି ମତେ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି, ବର୍ତ୍ତମାନ ମୋ ସହ ଏଭଳି କାହିଁକି କଲେ ମୁ ଜାଣିନାହି  । ଇମେଲରେ ନିମନ୍ତ୍ରଣ କରିଥିଲେ, ଇମେଲରେ ନିମନ୍ତ୍ରଣ ଯଥେଷ୍ଟ ନୁହେଁ । ରାତି ସାଢେ ୮ଟାରେ ଇମେଲ ଆସିଛି , ସକାଳେ କାର୍ଯ୍ୟକ୍ରମ । ଇମେଲ ମୋ ରାଜ୍ୟସଭା ଅଫିସକୁ ଆସିଛି । ଫଳକ ଓ ନିମନ୍ତ୍ରଣ କାର୍ଡରେ ମୋ ନାଁ ରଖିଲେନି । ଆଶା କରିବି ବିଭାଗ ଘଟଣାର ତର୍ଜମା କରି ପଦକ୍ଷେପ ନେବ । ମୁଁ ଅନେକ ଆଇଏଏସ ଅଧିକାରୀଙ୍କୁ ଦେଖିଛି ଓ ତାଙ୍କ ସହ କାମ କରିଛି । ଏ ଜିଲ୍ଲାପାଳ ଲୋକ ପ୍ରତିନିଧିଙ୍କ ପ୍ରୋଟୋକୋଲ ମାନୁନାହାନ୍ତି କିମ୍ବା ସମ୍ମାନ କରୁନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking