28.1 C
Bhubaneswar
Monday, February 9, 2026
Homeଓଡିଶାନିଜକୁ ଗୁଳି କଲେ ସିଆରପିଏଫ ଯବାନ

ନିଜକୁ ଗୁଳି କଲେ ସିଆରପିଏଫ ଯବାନ

ରାଉରକେଲା: ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ । ରାଉରକେଲା ସଦର ଲାଠିକଟା ଥାନା ମାଟକଝରଣ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । କ୍ୟାମ୍ପ ଭିତରେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ସିଆରପିଏଫ ଯବାନ । ମୃତ ଯବାନ ହେଉଛନ୍ତି, ସୁବାସ ପ୍ରସାଦ, ହାବିଲଦାର ରାଙ୍କର । ତେବେ ଯବାନ ଜଣକ କାହିଁକି ନିଜକୁ ଗୁଳି କଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଶୁଣି ମୃତକଙ୍କ ପରିବାର ଲୋକେ ମଧ୍ୟ ଦୁଃଖରେ ଭାଙ୍ଗିପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking