24.1 C
Bhubaneswar
Friday, February 6, 2026
Homeଓଡିଶାମାଓନେତା ନିଖିଲ୍‌ର ଆତ୍ମସମର୍ପଣ

ମାଓନେତା ନିଖିଲ୍‌ର ଆତ୍ମସମର୍ପଣ

ରାୟଗଡ଼ା: ରାୟଗଡ଼ା ପୋଲିସକୁ ବଡ ସଫଳତା। ଓଡ଼ିଶାର ଟପ୍‌ ମାଓନେତା ନିଖିଲ୍‌ ଓରଫ ନିରଞ୍ଜନ ରାଉତର ଆତ୍ମସମର୍ପଣ। ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ସହ ନିଖିଲ୍‌ର ଆତ୍ମସମର୍ପଣ। ରାୟଗଡ଼ା ପୋଲିସ ନିକଟରେ ମୋଟ ୧୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୧୫ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୭ ମହିଳା କ୍ୟାଡର। ଏହା ପୂର୍ବରୁ ଆଜି କନ୍ଧମାଳ ପୋଲିସ ନିକଟରେ ୪ ମାଓବାଦୀ ଆତ୍ମସମର୍ପଣ କରିଥିଲେଏହା ସହ ବୌଦ୍ଧ ଜିଲ୍ଲା ମାଓମୁକ୍ତ ହେବ ନେଇ ସୂଚନା ଦେଇଥିଲେ ଦକ୍ଷିଣାଞ୍ଚଳ ଆଇଜି। ଗତକାଲି କୋରାପୁଟ ଜିଲ୍ଲାକୁ ନକ୍ସଲମୁକ୍ତ ଅଞ୍ଚଳ ଘୋଷଣା କରିଥିଲା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ।

ବୌଦ୍ଧ ଜିଲ୍ଲା ହେଲା ମାଓମୁକ୍ତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking