ବୌଦ୍ଧ ଜିଲ୍ଲା ହେଲା ମାଓମୁକ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହେଲା ମାଓମୁକ୍ତ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି । ଗତକାଲି ନକ୍ସଲମୁକ୍ତ ଅଞ୍ଚଳ ଘୋଷଣା ହୋଇଥିଲା କୋରାପୁଟ ଜିଲ୍ଲା । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ଏନେଇ ସୂଚନା ଦେଇଥିଲେ । ମହିଳା ନକ୍ସଲ ମମତା ପୋଡିଆମୀଙ୍କ ଆତ୍ମସମର୍ପଣ ପରେ ଘୋଷଣା କରାଯାଇଥିଲା । ସୂଚନାଥାଉକି, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଦେଶ ମାଓ ମୁକ୍ତ ହେବ ବୋଲି କହିଛନ୍ତି । … Continue reading ବୌଦ୍ଧ ଜିଲ୍ଲା ହେଲା ମାଓମୁକ୍ତ