30.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଦିଲ୍ଲୀକୁ ପୁଣି ଫେରିଲା ଶୀତ

ଦିଲ୍ଲୀକୁ ପୁଣି ଫେରିଲା ଶୀତ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୂତ । ଏଥି ସହିତ ଘନ କୁହୁଡି ଦେଖାଦେଇଥିଲା । ରାଜପଥ ଏବଂ ଖୋଲା ରାସ୍ତାରେ କୁହୁଡି ଦେଖାଦେଇଛି । ଭାରତୀୟ ।ଣିପାଗ ବିବାଗ ଅନୁଯାୟୀ, ଫେବୃଆରୀ ୫ ତାରିଖରେ ଦିଲ୍ଲୀ – ଏନସିଆରରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୯ ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା ପ୍ରାୟ ୨୧ ଡିଗ୍ରୀ ରହିପାରେ । ରାତିରେ ପାରଦ ଆହୁରି ୮ରୁ ୧୦ ଡିଗ୍ରୀ ଯାଏଁ ହ୍ରାସ ପାଇବାର ସମ୍ଭାବନା ଅଛି । ଦିନସାରା ଆକାଶ ମେଘୁଆ ଆଂଶିକ ମେଘୁଆ ରହିପାରେ । ଘଣ୍ଟା ପ୍ରତି ୮ରୁ ୧୫ କିଲୋମିଟର ବେଗରେ ହାଲୁକା ପବନ ବୋହିବ । କିନ୍ତୁ ଥଣ୍ଡା କମିବ ନାହିଁ । ଆଜି ସକାଳ ୬ଟା ସୁଦ୍ଧା ଦିଲ୍ଲୀର ଏକ୍ୟୁଆଇ ୨୬୭ ରେକର୍ଡ କରାଯାଇଛି । ଯାହା ଶ୍ୱାସକ୍ରିୟା ସମସ୍ୟା ବୃଦ୍ଧି ପାଇବାର ଆଶଙ୍କା ବୃଦ୍ଧି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking