28.1 C
Bhubaneswar
Tuesday, May 5, 2026
Homeଓଡିଶା୨ଟି ରାଜ୍ୟସଭା ସିଟ୍ ନେବ ବିଜେଡି: ସାରଦା

୨ଟି ରାଜ୍ୟସଭା ସିଟ୍ ନେବ ବିଜେଡି: ସାରଦା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ୨ଟି ଆସନ ନେବ ବିଜେଡି । ଦୃଢୋକ୍ତି ପ୍ରକାଶ କଲେ ବିଜେଡି ବିଧାୟକ ସାରଦା ଜେନା । ସେ କହିଛନ୍ତି ଯେ ୪ଟି ଆସନରୁ ବିଜେଡି ୨ଟି ଆସନରେ ଜିତିବା ନିଶ୍ଚିତ । ଏନେଇ ବିଜେଡି ରଣନୀତି ପ୍ରସ୍ତୁତ କରି ସାରିଛି । କିପରି ଜିତିବ ବିଜେଡି ସୁପ୍ରିମୋ, ରାଜନୈତିକ ବ୍ୟାପାର କମିଟି ନିଷ୍ପତ୍ତି ନେବେ । ଭକ୍ତ ଦାସ ନବୀନଙ୍କୁ ଭେଟିବା ପାଇଁ ସମୟ ମାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କେଉଁ ପରିପ୍ରେକ୍ଷୀରେ ଭେଟିବେ, କଣ ଆଲୋଚନା ଭେଟଘାଟ ହେବ ପରେ ଜଣାପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking