19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶସବୁଠୁ ବଡ ଡିଲ୍ ଭାରତ - ଇୟୁ ଚୁକ୍ତି: ମୋଦି

ସବୁଠୁ ବଡ ଡିଲ୍ ଭାରତ – ଇୟୁ ଚୁକ୍ତି: ମୋଦି

ନୂଆଦିଲ୍ଲୀ: ଭାରତ ଓ ଇୟୁ ଚୁକ୍ତିକୁ ସବୁଠୁ ବଡ ଡିଲ୍ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ଯେ ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ଐତିହାସିକ, ସମସ୍ତଙ୍କୁ ନୂଆ ଅବସର ମିଳିବ । ୨୭ ୟୁରୋପୀୟ ଦେଶ ସହ ଡିଲ୍ ହୋଇଛି, ବିଶ୍ୱରେ ଏହା ସ୍ଥିରତା ଆଣିବ । ଏହି ଚୁକ୍ତି ଦ୍ୱାରା ୟୁରୋପ – ଭାରତ ମଧ୍ୟରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଆଜିଠାରୁ ନୂଆ ଯୁଗର ଆରମ୍ଭ ହୋଇଛି । ଏହି ଡିଲ୍ ସମୃଦ୍ଧିର ବ୍ଲୁ ପ୍ରିଣ୍ଟ, ଭାରତୀୟ ଛାତ୍ରଙ୍କୁ ୟୁରୋପ ଯିବା ସହଜ ହେବ । ଛୋଟ ଉଦ୍ୟୋଗକୁ ବଡ ଫାଇଦା ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking