22.1 C
Bhubaneswar
Wednesday, March 4, 2026
Homeଓଡିଶାସୁରୁଖୁରୁରେ ଚାଲିଛି ଧାନ କିଣା: ମନ୍ତ୍ରୀ

ସୁରୁଖୁରୁରେ ଚାଲିଛି ଧାନ କିଣା: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଚାଲିଛି ଧାନ କିଣା । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ ଏଯାବତ୍ ୩୪,୪.୯୩୫ ମେଟ୍ରିକ୍ ଟନ୍ ଧାନକିଣା ସରିଛି । ୮ ହଜାର ୩ ଶହ କୋଟି ଟଙ୍କାରୁ ଅଧିକ ଟଙ୍କା ପେମେଣ୍ଟ ହୋଇଛି । ଚାଷୀ ମାନେ ବହୁତ ଖୁସି ଅଛନ୍ତି । ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking