25.1 C
Bhubaneswar
Tuesday, February 3, 2026
Homeଓଡିଶାଆସନ୍ତା ସୋମବାର ନନ୍ଦନକାନନ ଖୋଲା

ଆସନ୍ତା ସୋମବାର ନନ୍ଦନକାନନ ଖୋଲା

ଭୁବନେଶ୍ୱର: ଆସନ୍ତା ସୋମବାର ଜାନୁଆରୀ ୨୬ ତାରିଖରେ ଖୋଲା ରହିବ ନନ୍ଦନକାନନ ଚିଡିଆଖାନା । ସାଧାରଣତନ୍ତ୍ର ଦିବସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ଖୋଲା ରହିବ ବୋଲି ଚିଡିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ସୋମବାର ପରିବର୍ତ୍ତେ ମଙ୍ଗଳବାର ବନ୍ଦ ରହିବ ନନ୍ଦନକାନନ । ସାଧାରଣତଃ ନନ୍ଦନକାନନ ଚିଡିଆଖାନା ସୋମବାର ଦିନ ବନ୍ଦ ରହିଥାଏ । ତେବେ ଏଥର ସାଧାରଣତନ୍ତ୍ର ଦିବସ ସୋମବାର ପଡିଥିବାରୁ ସେଦିନ ଏହା ଖୋଲା ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking