24.1 C
Bhubaneswar
Wednesday, January 21, 2026
Homeଓଡିଶାଫର୍ଚୁନ ଟାୱାର ପଛପଟେ ଅଗ୍ନିକାଣ୍ଡ

ଫର୍ଚୁନ ଟାୱାର ପଛପଟେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟେ ଏକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି । ଏକ ନିର୍ମାଣ ସଂସ୍ଥାର ଫାଇଭର ପାଇପ୍ ଓ ପାଣି ଟ୍ୟାଙ୍କର ଜଳୁଛି । ହୁତୁହୁତୁ ହୋଇ ଜଳୁଛି ନିଆଁ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ନିଆଁ କିପରି ଲାଗିଲା ସ୍ପଷ୍ଟ ହୋଇପାରିନାହିଁ । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ଘଟଣାସ୍ଥଳରେ ପହଞ୍ଚି ସେନେଇ ତଦନ୍ତ ଆରମ୍ଭ କରିଛିି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking