21.1 C
Bhubaneswar
Sunday, January 18, 2026
Homeଓଡିଶାଘରେ ଗାଡି, ଫୋନ କଲେ ମିଳୁଛି ପିୟୁସିସି

ଘରେ ଗାଡି, ଫୋନ କଲେ ମିଳୁଛି ପିୟୁସିସି

ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ରରେ ବଡ କେଳେଙ୍କାରୀର ପର୍ଦ୍ଦାଫାସ । ଘରେ ରହୁଛି ଗାଡି, ଫୋନ କଲ୍ ରେ ମିଳିଯାଉଛି ପିୟୁସିସି । ଏନେଇ ସସାଇବର ଥାନାର ଦ୍ୱାରସ୍ଥ ହେଲା ପରିବହନ ବିଭାଗ । ବେଆଇନ ପ୍ରଦୂଷଣ ଯାଞ୍ଚ ସେଣ୍ଟର ପାଇଁ ବଢିଲା ଅଡୁଆ । ପ୍ରମାଣ ପାଇଲେ ହେବ ବଡ କାର୍ଯ୍ୟାନୁଷ୍ଠାନ ବୋଲି ଚେତାବନୀ ଦେଇଛି ପରିବହନ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking