24.1 C
Bhubaneswar
Friday, January 16, 2026
Homeଓଡିଶାଅଧ୍ୟାପକଙ୍କୁ ବାଧ୍ୟତାମୂଳକ ଅବସର ଛାଟ

ଅଧ୍ୟାପକଙ୍କୁ ବାଧ୍ୟତାମୂଳକ ଅବସର ଛାଟ

ଭୁବନେଶ୍ୱର: ଅଧ୍ୟାପକଙ୍କ ଉପରେ ରାଜ୍ୟ ସରକାରଙ୍କ ବାଧ୍ୟତାମୂଳକ ଅବସର ଛାଟ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ  ଉଚ୍ଚଶିକ୍ଷା ବିଭାଗର କଡା ନିର୍ଦ୍ଦେଶମାନା ରହିଛି  ା ଜାନୁଆରୀ ୩୧ ସୁଦ୍ଧା ରିପୋର୍ଟ  ଦାଖଲ  ପାଇଁ  କଲେଜ  କର୍ତ୍ତୃପକ୍ଷଙ୍କୁ ଚିଠି ଦିଆଯାଇଛି ।  ଶିକ୍ଷା  ମାନଦଣ୍ଡରେ  ଉନ୍ନତି  ସହ କାର୍ଯ୍ୟଶୈଳୀର ସମୀକ୍ଷା ପାଇଁ ଏଭଳି ପଦକ୍ଷେପ  ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking