20.1 C
Bhubaneswar
Thursday, January 15, 2026
Homeଓଡିଶାନାଲ୍‌କୋ କଲୋନୀ ହତ୍ୟାର ପର୍ଦ୍ଦାଫାଶ

ନାଲ୍‌କୋ କଲୋନୀ ହତ୍ୟାର ପର୍ଦ୍ଦାଫାଶ

ଅନୁଗୁଳ: ବହୁଚର୍ଚ୍ଚିତ ନାଲ୍‌କୋ କଲୋନୀ ହତ୍ୟା ମାମଲାର ପର୍ଦ୍ଦାଫାଶ । ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଅନୁଗୁଳ ଏସପି ରାହୁଲ ଜୈନ । ସୂଚନା ଦେଇ ଅନୁଗୁଳ ଏସପି କହିଛନ୍ତି ଯେ ପାଇପ ମିସ୍ତ୍ରୀର ଏକତରଫା ପ୍ରେମ ପାଇଁ ହୋଇଥିଲା ହତ୍ୟାକାଣ୍ଡ । ଦେଢ ମାସ ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ପ୍ରେମ ନିବେଦନ କରି ବିଫଳ ହେବାରୁ ଓଢଣୀରେ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ । ହତ୍ୟା ପରେ ଚୋରିର ରୂପ ଦେବା ପାଇଁ ଲୁଟିଥିଲା ଅଳଙ୍କାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking