19.1 C
Bhubaneswar
Tuesday, January 13, 2026
Homeଓଡିଶାସରକାରୀ ତଥ୍ୟରେ ତାଳମେଳ ନାହିଁ: ହାଇକୋର୍ଟ

ସରକାରୀ ତଥ୍ୟରେ ତାଳମେଳ ନାହିଁ: ହାଇକୋର୍ଟ

କଟକ: ହାଇକୋର୍ଟରେ ବାଂଲାଦେଶୀ ଅନୁପ୍ରବେଶକାରୀ ସମ୍ପର୍କିତ ମାମଲା ଆଜି ଶୁଣାଣି କରିଛନ୍ତିଶୁଣାଣୀରେ ସରକାରୀ ତଥ୍ୟରେ ତାଳମେଳ ନଥିବା କହିଛନ୍ତି ହାଇକୋର୍ଟ। ସବିଶେଷ ତଥ୍ୟ ଦେବାକୁ ରାଜ୍ୟ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ୨ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking