33.1 C
Bhubaneswar
Thursday, February 26, 2026
Homeଖେଳଭାରତ - ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌: ବୋଲିଂ କରିବ ଭାରତ

ଭାରତ – ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌: ବୋଲିଂ କରିବ ଭାରତ

ନୂଆଦିଲ୍ଲୀ: ଆଜିଠୁ ଭାରତ – ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ। ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ୩ ପେସର ଓ ୩ ସ୍ପିନର ଭାରତୀୟ ଏକାଦଶରେ ସାମିଲ୍ ହୋଇଛନ୍ତି। ସିରାଜ, ହର୍ଷିତ, ପ୍ରସିଦ୍ଧଙ୍କ ସହ ଜାଡେଜା, ୱାଶିଂଟନ, କୁଲଦୀପ ଏକାଦଶରେ ସାମିଲ୍ ହୋଇଛନ୍ତି। ନ୍ୟୁଜିଲାଣ୍ଡ ପାଇଁ କ୍ରିଷ୍ଟିଆନ୍ କ୍ଲାର୍କ ଡେବ୍ୟୁ କରୁଛନ୍ତି।

ଉଭୟ ଦଳର ପ୍ଲେଇଂ-୧୧

ଭାରତ: ଶୁଭମାନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ପ୍ରସାଦ କୃଷ୍ଣ।

ନ୍ୟୁଜିଲ୍ୟାଣ୍ଡ: ମାଇକେଲ ବ୍ରେସୱେଲ (ଅଧିନାୟକ), ଡେଭନ କନୱେ, ୱିଲ ୟଙ୍ଗ, ହେନରୀ ନିକୋଲ୍ସ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମିଚ୍ ହେ (ୱିକେଟକିପର), ଜ୍ୟାକ ଫଲ୍କ୍ସ, କାଇଲ ଜାମିସନ, ମାଇକେଲ ରେ, ଆଦିତ୍ୟ ଅଶୋକ, କ୍ରିଶ୍ଚିଆନ କ୍ଲାର୍କ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking