ଭୁବନେଶ୍ୱର: ସରକାରୀ ମେଡିକାଲ କଲେଜରେ ଆଉ ୫୦୨ ପିଜି ସିଟ ବୃଦ୍ଧି କରିବା ନେଇ ଯୋଜନା ରହିଛି । ଆଗାମୀ ୨ ବର୍ଷ ମଧ୍ୟରେ ପିଜି ସିଟ ବଢାଇବାକୁ ସରକାରଙ୍କ ଯୋଜନା ରହିଛି । ଏନେଇ ରାଜ୍ୟର ୧୨ ମେଡିକାଲ କଲେଜକୁ ଚିଠି ଲେଖିଛି ଡିଏମଇଟି । ଭିତ୍ତିଭୁମି ପ୍ରସ୍ତୁତି ଆରମ୍ଭ ଲାଗି ଚିଠିରେ ଡିଏମଇଟିଙ୍କ ନିର୍ଦ୍ଦେଶ ରହିଛି ।









