28.9 C
Bhubaneswar
Monday, June 22, 2026
Homeଓଡିଶାଉଜବେକିସ୍ତାନରେ ଫସିଛନ୍ତି ଓଡି଼ଆ ଶ୍ରମିକ

ଉଜବେକିସ୍ତାନରେ ଫସିଛନ୍ତି ଓଡି଼ଆ ଶ୍ରମିକ

ଦିଗପହଣ୍ଡି : ଉଜବେକିସ୍ତାନରେ ଫସିଛନ୍ତି ଗଂଜାମ ଦିଗପହଣ୍ଡି ଅଞ୍ଚଳର ଓଡି଼ଆ ଶ୍ରମିକ। ଅକ୍ଟୋବର ମାସରୁ ଦରମା ମିଳିନି। ଏପରିକି କମ୍ପାନି ଖାଇବା ପିଇବା ମଧ୍ୟ ଦେଉ ନାହିଁ। ବହୁତ ହଇରାଣରେ ସେମାନେ ଅଛନ୍ତି ବୋଲି ଭିଡିଓରେ ଦର୍ଶାଇଛନ୍ତି । ଏହା ସହିତ ଉଦ୍ଧାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଉଜବେକିସ୍ତାନର ଆଙ୍ଗିୟୁଲରେ ୧୫ ଶହରୁ ଭାରତୀୟ କାମ କରୁଛନ୍ତି। କମ୍ପାନି କିନ୍ତୁ ଦରମା ଦେଉନାହିଁ। ତେଣୁ ସେମାନେ ଧାରଣା ଦେଇଛନ୍ତି। ଅଭିଯୋଗ କଲେ ଭାରତୀୟ ଦୂତାବାସ ମଧ୍ୟ ଶୁଣୁ ନଥିବା ସେମାନେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking