17.1 C
Bhubaneswar
Wednesday, February 4, 2026
Homeଓଡିଶାଓଲଟିଲା ଅଟୋ: ୪ ଛାତ୍ରଛାତ୍ରୀ ଆହତ

ଓଲଟିଲା ଅଟୋ: ୪ ଛାତ୍ରଛାତ୍ରୀ ଆହତ

ଯାଜପୁର: ଯାଜପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଅଟୋ ଓଲଟି ୪ ଛାତ୍ରଛାତ୍ରୀ ଆହତ ହୋଇଛନ୍ତିଆହତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁସୂଚନା ଅନୁସାରେ, ଦଶରଥପୁର ବାଲଦା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଅଟୋ । ଏହି ଦୁର୍ଘଟଣାରେ ୪ ଛାତ୍ରଛାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଛାତ୍ରଛାତ୍ରୀଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଟୋଟି ୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍‌ରୁ ଫେରୁଥିବା ବେଳେ ଏହି ଦୁର୍ଘଟଣାଟି ଘଟିଥିବା ଜଣ ପଡିଛିଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking