19.1 C
Bhubaneswar
Tuesday, February 3, 2026
Homeଓଡିଶାଶ୍ରୀମନ୍ଦିରରେ ମାର୍‌ପିଟ୍‌: ୧ ଘଣ୍ଟା ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ମାର୍‌ପିଟ୍‌: ୧ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ମାର୍‌ପିଟ୍ । ଜେଟିପି ଓ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି । ସାତ ପାହାଚ ପାଖରେ ସ୍ୱତନ୍ତ୍ର ଧାଡିକୁ ନେଇ ବଚସା । ସେବାୟତ ଯାତ୍ରୀଙ୍କୁ ସ୍ୱତନ୍ତ୍ର ଧାଡିକରି ଛାଡୁଥିଲେ ଜେଟିପି । ସ୍ୱତନ୍ତ୍ର ସୁରକ୍ଷା ବାହିନୀ ବିରୋଧ କରିବାରୁ ବଚସା ହୋଇଥିଲା । ବଚସା ପରେ ଶ୍ରୀମନ୍ଦିର ପରିସର ଭିତରେ ମାର୍‌ପିଟ୍ ହୋଇଥିଲା । ଏହି ଘଟଣା ପାଇଁ ଘଣ୍ଟାଏ ଧରି ବନ୍ଦ ରହିଲା ଦର୍ଶନ । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ପହଞ୍ଚି ସମାଧାନ କରିବା ପରେ ଦର୍ଶନ ଆରମ୍ଭ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking