31.1 C
Bhubaneswar
Saturday, February 7, 2026
Homeଓଡିଶାତିର୍ତ୍ତୋଲ ଥାନାଧିକାରୀଙ୍କ ଦରମା ବନ୍ଦ

ତିର୍ତ୍ତୋଲ ଥାନାଧିକାରୀଙ୍କ ଦରମା ବନ୍ଦ

ଜଗତସିଂହପୁର: ପ୍ରଶାସନକୁ ଅନ୍ଧାରରେ ରଖି ତିର୍ତ୍ତୋଲ ଥାନାଧିକାରୀ ପ୍ରଦୀପ୍ତ ସେଠୀ ଜବତ କେତୋଟି ହାଇୱାକୁ ଛାଡ଼ି ଦେଇ ହରଡ଼ଘଣାରେ ପଡ଼ିଛନ୍ତି । ଘଟଣା ପ୍ରଘଟ ହେବା ପରେ ଜିଲ୍ଲାପାଳଙ୍କ ଦପ୍ତର ପକ୍ଷରୁ ଥାନାଧିକାରୀ ଶ୍ରୀ ସେଠୀଙ୍କୁ ଗତକାଲି ଚିଠି ସଂଖ୍ୟା ୨୦୨ ଜରିଆରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।ଚିଠି ପାଇବାର ଦୁଇ ଦିନ ଭିତରେ ଏହାର ଉତ୍ତର ରଖିବାକୁ ମହଲତ ଦିଆଯାଇଛି । ନଚେତ୍ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣର ଚେତାବନୀ ଦିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ଚଳିତ ଜାନୁଆରୀ ମାସର ଦରମାକୁ ସ୍ଥଗିତ ରଖାଯିବ ବୋଲି ଜଣାଇ ଦିଆଯାଇଛି ।ଗତ ଡିସେମ୍ବର ମାସ ୧୧ ତାରିଖରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନେତୃତ୍ୱରେ ତିର୍ତ୍ତୋଲ ଥାନା ଅଧୀନ ଜୟପୁର ବାଲିସୈରାତ୍ରେ ଚଢ଼ଉ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking