14.1 C
Bhubaneswar
Tuesday, January 13, 2026
Homeଓଡିଶାନୂଆବର୍ଷର ଅଭିନନ୍ଦନ: ୨୦୨୬କୁ ସ୍ବାଗତ

ନୂଆବର୍ଷର ଅଭିନନ୍ଦନ: ୨୦୨୬କୁ ସ୍ବାଗତ

ଭୁବନେଶ୍ୱର: ବଦଳିଲା କ୍ୟାଲେଣ୍ଡର । ନୂଆ ଆଶା ନୂଆ ଉଦ୍ଦିପନା ନେଇ ଆସିଛି ନୂତନ ବର୍ଷ ୨୦୨୬ । ନୂଆବର୍ଷକୁ ସ୍ବାଗତ କରିବା ସହ ପୁରୁଣା ବର୍ଷ ୨୦୨୫କୁ ବିଦାୟ ଦିଆଯାଇଛି । ନୂଆବର୍ଷର ପ୍ରଥମ କିରଣକୁ ମୋବାଇଲ କ୍ୟାମେରାରେ ସାଇତି ରଖିଛନ୍ତି ଲୋକେ । ସମସ୍ତେ ରାଗ, ହିଂସା, ଶତୃତାକୁ ଭୁଲି ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି । ନୂତନ ବର୍ଷକୁ ସ୍ମରଣୀୟ କରିବା ପାଇଁ କିଏ ଭୋଜି ଭାତର ଆସରରେ ମଜି ଯାଇଛନ୍ତିତ ଆଉ କିଏ ମନ୍ଦିର ଯାଇ ବର୍ଷର ଆରମ୍ଭ କରିଛନ୍ତି । ଏହି ଅବସରରେ ପୁରୀରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରୀମନ୍ଦିର ସହ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking