14.1 C
Bhubaneswar
Tuesday, January 13, 2026
Homeଓଡିଶାଭୁବନେଶ୍ୱରରେ ଘନ କୁହୁଡି

ଭୁବନେଶ୍ୱରରେ ଘନ କୁହୁଡି

ଭୁବନେଶ୍ୱର: ଭୁବନେଶ୍ୱର ସମେତ ରାଜ୍ୟରେ ଘନ କୁହୁଡି । ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ କୁହୁଡିର ପ୍ରଭାବ ପଡିଛି । ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡରେ ପ୍ରବଳ କୁହୁଡି ଦେଖାଦେଇଛି । ସମ୍ବଲପୁର, ଅନୁଗୁଳ ଓ ଦବଗଡ ଜିଲ୍ଲାରେ କୁହୁଡିର ପ୍ରଭାବ ପଡିଛି । ଗାଡି , ଟ୍ରେନ ଓ ବିମାନ ଚଳାଚଳ ବେଶ ପ୍ରଭାବିତ ହୋଇଛି । ସାକଳୁ ଭୁବନେଶ୍ୱରରୁ କେବଳ ଗୋଟିଏ ବିମାନ ଉଡାଣ ଭରିଛି । ଏକାଧିକ ବିମାନ ରନୱେରେ ଅଟକି ରହିଛି । ଆସନ୍ତା ୨ରୁ ୩ ଦିନ ଯାଏଁ ଘନ କୁହୁଡି ସମ୍ଭାବନା ରହିଛି । ଗାଡି ଚାଳକଙ୍କୁ ପାଣିପାଗ ବିଭାଗ ସତର୍କତାର ସହ ଗାଡି ଚଳାଇବା ପାଇଁ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking