26.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ: କର୍ମକ୍ଷେତ୍ରରେ ନୂତନ ବନ୍ଧୁ ସହଯୋଗ ମିଳିପାରେ । ବିଭିନ୍ନ ସମସ୍ୟା ଦେଖାଦେଇପାରେ । ପାରିବାରିକ ସୁଖ ମିଳିପାରେ । କୌଣସି ପ୍ରୀୟ ପଦାର୍ଥକୁ ହରାଇପାରନ୍ତି । ମହିଳାମାନେ ଧର୍ମକାର୍ଯ୍ୟ ପାଇଁ ମନବଳାଇବେ । ଛାତ୍ରଛାତ୍ରୀମାନେ ଚିନ୍ତିତ ରହିବେ ।

ବୃଷ: ବ୍ୟବସାୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରରେ ଲାଭବାନ ହେବେ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବ । ଦୂର ଯାତ୍ରା ଯୋଗ ଅଛି । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ମହିଳାମାନେ କାର୍ଯ୍ୟବ୍ୟସ୍ତତା ରହିବେ।

ମିଥୁନ: ବହୁଦିନର ଅବରୋଧ ହୋଇଥିବା କାର୍ଯ୍ୟ ସିଦ୍ଧି ହେବ । ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ । ଅଚଳାଚଳ ସମ୍ପତ୍ତିର ମାଲିକାନା ହୋଇପାରନ୍ତି । ମହିଳାମାନେ କୌଣସି ଚିନ୍ତାରେ ରହିବେ ।
କର୍କଟ: କର୍ମକ୍ଷେତ୍ରରେ ବାଧାବିଘ୍ନ ଦୂରହେବ । ବ୍ୟବସାୟରେ ସାମାନ୍ୟ ଉନ୍ନତି, ଧନାଗମର ସୂଚନା ମିଳେ । ଅଭୀଷ୍ଟ ପୂରଣ ହେବ । ଶାରୀରିକ ସୁସ୍ଥତା ବୃଦ୍ଧି ପାଇବ । ପାରିବାରିକ ସୁଖ ବୃଦ୍ଧି ହେବ । ମହିଳାମାନେ ଉନ୍ନତି କରିବେ ।

ସିଂହ: ଚାକିରି ଓ ବ୍ୟବସାୟରେ ସାମାନ୍ୟ ଉନ୍ନତି ହେବ । ଅସୁବିଧା କ୍ରମଶଃ ଦୂର ହୋଇଯିବ । ଶତ୍ରୁମାନେ ପରାଜିତ ହେବେ । ବାହନ, ଗୃହ ଓ ଭୂମି କ୍ରୟର ସୁଯୋଗ ଆସିବ । ପାରିବାରିକ ସୁଖ ବୃଦ୍ଧି ପାଇବ। ମହିଳାମାନେ ସୁଖୀ ହେବେ ।
କନ୍ୟା: ବ୍ୟବସାୟରେ ଉନ୍ନତି ହେବ । ବନ୍ଧୁ ସହଯୋଗ ମିଳିବ । ଆକସ୍ମିକ ଧନଲାଭ ହେବ । ସନ୍ତାନ ସୁଖରେ ସୁଖୀ ହେବେ । ଭୂମି ଓ ବାହନ କ୍ରୟ ସୁଯୋଗ ଆସିବ । ପାରିବାରିକ ଶାନ୍ତି ମଳିବ ।

ତୁଳା: ମହିଳାମାନେ ଧର୍ମ ପରାୟଣ ହେବେ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ । ବ୍ୟବସାୟୀମାନେ ସାହାସ ଓ ପରାକ୍ରମ ବଳରେ କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଲାଭବାନ ହେବେ । ନିଜର ମନସ୍କାମନା ପୂରଣ ହେବ ।

ବିଛା: ଚାକିରି କ୍ଷେତ୍ରରେ ପ୍ରମୋସନର ସମ୍ଭାବନା ଅଛି । ବାକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ରୁଣରୁ ମୁକ୍ତି ମିଳିବ । ଆର୍ôଥକ ସ୍ଥିତି ଦୃଢ଼ ହେବ । ଶାରିରୀକ ସୁସ୍ଥତା ବୃଦ୍ଧି ପାଇବ । ମହିଳାମାନେ ପାରିବାରିକ ଶାନ୍ତି ପାଇବେ ।

ଧନୁ: ବ୍ୟବସାୟରେ ଲାଭବାନ ହେବେ । ରୋଜଗାର ଉନ୍ନତି ହେବ । ସାମାଜିକ ସମ୍ମାନ ମିଳିବ । କାର୍ଯ୍ୟରେ ସଫଳତା ଯୋଗ ଅଛି । ବନ୍ଧୁ ସହଯୋଗ ମିଳିବ । ପାରିବାରିକ ଶାନ୍ତି ମିଳବ ।

ମକର: କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ବିଭିନ୍ନ ସମସ୍ୟାର ସମାଧାନ ହେବ । ଅର୍ଥଲାଭର ସୁଯୋଗ ଆସିବ । ଶତ୍ରୁମାନେ ପରାଜିତ ହେବେ ।

କୁମ୍ଭ: ବ୍ୟବସାୟ କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବ । ନୂତନ ସମସ୍ୟା ସୃଷ୍ଟି ହୋଇପାରେ । ସେଥିପାଇଁ ମନ ଅଶାନ୍ତି ରହିବ । ନୂତନ ଦ୍ରବ୍ୟ ଲାଭର ସୁଯୋଗ ଆସିବ । ସନ୍ତାନ ସନ୍ତତିଙ୍କ ସୁଖରେ ସୁଖୀ ହେବେ । ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।

ମୀନ: କର୍ମକ୍ଷେତ୍ରରେ ନିରୁତ୍ସାହିତ ହେବେ । ବ୍ୟବସାୟରେ ଲାଭର ଆଶା କମ । ଶାରିରୀକ ଅସୁସ୍ଥତା ବୃଦ୍ଧି ପାଇବ । ନିଜର ସାହସବଳରେ କର୍ମକ୍ଷେତ୍ରରେ ସାମାନ୍ୟ ଉନ୍ନତି ହୋଇପାରେ । ମହିଳାମାନେ ଉନ୍ନତି କରି ସୁଖୀ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking