19.1 C
Bhubaneswar
Wednesday, December 24, 2025
Homeଓଡିଶାଜାନୁଆରୀ ୧୪ ରୁ ୧୭ ଯାଏଁ ଟି ସେତୁ ବନ୍ଦ

ଜାନୁଆରୀ ୧୪ ରୁ ୧୭ ଯାଏଁ ଟି ସେତୁ ବନ୍ଦ

ନରସିଂହପୁର: ଜାନୁଆରୀ ୧୪ରୁ ୧୭ ଯାଏଁ ବନ୍ଦ ରହିବ ଟି- ସେତୁ । ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ ନିଆଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ୧୨ ଘଣ୍ଟା ବନ୍ଦ ରହିବ ଟି-ସେତୁ । ଗୋପୀନାଥପୁର ଓ ବୈଦେଶ୍ୱର ଉଭୟ ପଟୁ ବନ୍ଦ ରହିବ ବାଟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking