21.1 C
Bhubaneswar
Tuesday, December 23, 2025
Homeଓଡିଶାସୁନା ଖଣି ହେବ ନିଲାମ!

ସୁନା ଖଣି ହେବ ନିଲାମ!

ଭୁବନେଶ୍ୱର: ଖଣି ନିଲାମ ପାଇଁ ଜାଲୁଆରୀ ୩ରେ ବୈଠକ ଡାକିଲେ ରାଜ୍ୟ ସରକାର । ଜାନିଆରୀ ୩ ଅପରାହ୍ନ ୪ଟାରେ ଇସ୍ପାତ ଓ ଖଣି ବିଭାଗରେ ହେବ ବୈଠକ । ଉପସ୍ଥିତ ରହିବେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । ଓଏମସି ଲିମିଟେଡ୍ ଏମଡି, ଖଣି ନିର୍ଦ୍ଦେଶକ, ଜିଏସଟି ଅଧିକାରୀ ଉପସ୍ଥିତ ରହିବେ । ମୟୂରଭଞ୍ଜ ଓ କେନ୍ଦୁଝରର ସୁନା ଖଣି ନିଲାମ ପାଇଁ ହୋଇପାରେ ନିଷ୍ପତ୍ତି । ଚୂଡାନ୍ତ ହେବ ୪୯ ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର । ପ୍ରସ୍ତାବିତ ଖଣି ବ୍ଲକମାନଙ୍କର ଉପଯୁକ୍ତତା, ଅନୁସନ୍ଧାନ ସ୍ଥିତି, ନିଲାମ ପ୍ରସ୍ତୁତି ଯାଞ୍ଚ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking