23.1 C
Bhubaneswar
Monday, December 22, 2025
Homeଓଡିଶାହାଇୱା ଧକ୍କାରେ ବାଇକ୍ ଆରୋହୀ ମୃତ

ହାଇୱା ଧକ୍କାରେ ବାଇକ୍ ଆରୋହୀ ମୃତ

ପାରାଦୀପ: ପାରାଦୀପରେ ଭୟଙ୍କର ସଡକ ଦୁର୍ଘଟଣା । ହାଇୱା ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । କଟକ – ପାରାଦୀପ ରାସ୍ତା କୁଜଙ୍ଗ ବଜାର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଗତକାଲି ରାତିରେ ବାଗୋଇ ଗାଁର ସଂଗ୍ରାମ ସ୍ୱାଇଁ ଓ ମାନସପ୍ରଧାନ ବାଇକ୍‌ରେ ଘରକୁ ଫେରୁଥିଲେ । ସେହି ସମୟରେ କୁଜଙ୍ଗ ବଜାର ନିକଟରେ ଏକ ବାଲି ବୋଝେଇ ହାଇୱା ଗାଡି ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସଂଗ୍ରାମର ମୃତ୍ୟୁ ଘଟିଥିବା ବେଳେ ମାନଓ ଗୁରୁତର ହୋଇଥିଲା । ଗୁରୁତରଲ ଅବସ୍ଥାରେ ମାନସକୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ କଟକରେ ତାଙ୍କର ଚିକିତ୍ସା ଚିଲିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking