26.1 C
Bhubaneswar
Wednesday, February 4, 2026
Homeଓଡିଶାକାରଖାନାରେ ଅଶାନ୍ତି: ଧାରଣାରେ ବସିଛନ୍ତି କର୍ମଚାରୀ

କାରଖାନାରେ ଅଶାନ୍ତି: ଧାରଣାରେ ବସିଛନ୍ତି କର୍ମଚାରୀ

ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗ ନଗରଶିଳ୍ପ ହବ ରେ ଅଶାନ୍ତି ଲାଗି ରହୁଛି। କର୍ମ ଚାରି ମାନଙ୍କ ନିଜ ର ହକ ମିଳୁଛି । ସରକାର ଶିଳ୍ପ ପତି ଓ ପ୍ରଶାସନ ମାନେ ପ୍ଲାଣ୍ଟ ର କର୍ମଚାରୀ ଶ୍ରମିକ ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନାହାନ୍ତି ।ଏବେ ଦେଖିବାକୁ ମିଳିଛି। ଟାଟା ପରିଚାଳିତ ଫେରୋ ଟେକେ କାରଖାନା ରେ ଶ୍ରମିକ ଶାନ୍ତି ଦେଖିବା କୁ ମିଳିଛି ।ପ୍ଲାଣ୍ଟ ଗେଟ ସମ୍ମୁଖରେ ଧାରଣା, ସାତ ଦଫା ଦାବି ପୂରଣ କର ନହେଲେ ଆନ୍ଦୋଳନ ଆହୁରି ଭୟଙ୍କର ହେବାକୁ ଯାଉଛି । ଗେଟ ସମ୍ମୁଖରେ ବସିଲେ ପ୍ଲାଣ୍ଟର କର୍ମଚାରୀ,ଓଶ୍ରମିକଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଟାଟା ଷ୍ଟିଲ ଅଧିକୃତ ରୋହିତ ଫେରୋଟେକ ଗେଟ୍ ସମ୍ମୁଖରେ ୭ଦଫା ଦାବି ରେ ଧାରଣା ଦେଲେ ପ୍ଲାଣ୍ଟରେ କାର‌୍ୟ୍ୟରତ କର୍ମଚାରୀ। ଗେଟ ସମ୍ମୁଖରେ ବସିଛନ୍ତି ସହ ସହ ପ୍ଲାଣ୍ଟ କର୍ମଚାରୀ, ଶୀଘ୍ର ଦାବି ପୂରଣ କର ଉଠୁଛି ନାରା, ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ମଧ୍ୟ ଉପସ୍ଥିତ ରହିଥିବାର ମଧ୍ୟ ନଜରକୁ ଆସୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking