ଭୁବନେଶ୍ୱର: ଦୁଇ ଦିନ ଧରି ଭୁବନେଶ୍ୱରରେ ହେବ ଏଆଇ ସମ୍ମିଳନୀ । ଆସନ୍ତା ୧୯ ଓ ୨୦ ତାରିଖରେ ହେବ ଏଆଇ ସମ୍ମିଳନୀ । ସମ୍ମିଳନୀରେ ଜାତୀୟ, ଆନ୍ତଜାର୍ତୀୟ ପ୍ରତିନିଧି ଯୋଗଦେବେ । ତିନି ସୂତ୍ର ଓ ୭ ଚକ୍ରକୁ ନେଇ ଆଲୋଚନା ହେବ । ଆଗକୁ ୪୧ ବିଭାଗରେ ଏଆଇ ଉପେଯାଗ ହେବ । ଏନେଇ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।










