24.1 C
Bhubaneswar
Wednesday, February 4, 2026
Homeଓଡିଶାଉପାସନା ଓ ସଞ୍ଜୟ ଦାସବର୍ମା ମୁହାଁମୁହିଁ

ଉପାସନା ଓ ସଞ୍ଜୟ ଦାସବର୍ମା ମୁହାଁମୁହିଁ

ଭୁବନେଶ୍ୱର: ବ୍ରହ୍ମଗିରି କୁସୁବେଣ୍ଟି-ହରିଦାସ ମୌଜା ବିବାଦକୁ ନେଇ ତେଜିଲା ରାଜନୀତି। ମୁହାଁମୁହିଁ ହେଲେ ବିଧାୟିକା ଉପାସନା ଓ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା। ହରିଦାସ ଗାଁ ଲୋକଙ୍କ ଉପରେ ବର୍ବର ଆକ୍ରମଣ ହୋଇଛି କହିଲେ ସଞ୍ଜୟ। ସେ ଆହୁରି କହିଛନ୍ତି ଯେ ୫ ଶହ ଫୋର୍ସ ନେଇ ଗାଁ ଲୋକଙ୍କୁ ଆକ୍ରମଣ ଓ ଗିରଫ କରାଯାଇଛି। ମୋ ୩ ଦଶନ୍ଧିରେ ରାଜନୀତିରେ ବ୍ରହ୍ମଗିରିରେ ଏହା ହୋଇ ନଥିଲା। ସଞ୍ଜୟଙ୍କୁ କଟାକ୍ଷ କରି ବ୍ରହ୍ମଗିରି ବିଧାୟିକା ଉପାସନା କହିଛନ୍ତି ଯେ ବ୍ରହ୍ମଗିରି ଉନ୍ନତିମୂଳକ କାର୍ଯ୍ୟକୁ ସହ୍ୟ କରିପାରୁ ନାହାଁନ୍ତି କହିଲେ ଉପାସନା। ନିଜ ବିଫଳତାକୁ ଘଣ୍ଟ ଘୋଡ଼ାଇବାକୁ ସେ ଏସବୁ କାର୍ଯ୍ୟ କରୁଛନ୍ତି। ଅପାରଗ ନେତା, ଅପାରଗ ସରକାରରେ ସେ କାର୍ଯ୍ୟ କରିପାରିଲେନି। ଚାଷୀମାନଙ୍କର ସେହି ପ୍ରକଳ୍ପ ଆବଶ୍ୟକତା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking