ଗଞ୍ଜାମ: ବହୁ ଚର୍ଚ୍ଚିତ ଆଇନଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ବ୍ରହ୍ମପୁର ଏଡିଜେ- ୩ କୋର୍ଟ ଜାମିନ ଆବେଦନର ଶୁଣାଣି କରି ବିକ୍ରମଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛି । ତେବେ ଆଜି ବିକ୍ରମ ପଣ୍ଡାଙ୍କର ଜାମିନ ଆବେଦନର ଯେଉଁ ତାରିଖ ରହିଥିଲା । ତେବେ ବିକ୍ରମ ପଣ୍ଡାର ଓକିଲମାନେ ରହିଥିଲେ, ସେମାନ ମେଧ୍ୟ ଯୁକ୍ତି ବାଢିଥିଲେ । ତଥାପି ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଛି ।










