ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ,
୧. କାବେରୀ ମୁଦୁଲୀ- ଥିଲେ-ମୋ ସ୍କୁଲର ଅଧ୍ୟକ୍ଷ- ହେଲେ- ଯାଜପୁର , ବିଞ୍ଝାରପୁରର ତହସିଲଦାର
୨. ଶମୀର ବେହେରା- ଥିଲେ- କେନ୍ଦ୍ରାପଡା, ଡିଏସଏଆର- ହେଲେ- ପିଆର ଆଣ୍ଡ ଡିଡବ୍ଲ୍ୟୁ ବିଭାଗର ବିଡିଓ
୩. ବିଦ୍ୟାରଶ୍ମୀ ସାହୁ- ଥିଲେ- ଗେଲ ଇଣ୍ଡିଆ ଲିମିଟେଡର ଓଏସଡି- ହେଲେ- କେନ୍ଦ୍ରାପଡା ଡିଏସଆର
୪. ଜ୍ୟୋସ୍ନାରାଣୀ ପାତ୍ର- ଥିଲେ- ଆମଓଡ଼ିଶା ନବୀନ ଓଡିଶା, ପିଆର ଆଣ୍ଡ ଡିଡବ୍ଲ୍ୟୁ ବିଭାଗର ଓଓଏସଡି- ହେଲେ- ନୟାଗଡର କଲେକ୍ଟରେଟ ଏବଂ ଉପ ଜିଲ୍ଲାପାଳ
୫. ଅକ୍ଷ୍ୟମିତା କାର୍ତ୍ତିକ- ଥିଲେ- କଳାହାଣ୍ଡି, ଗୋଳମୁଣ୍ଡାର ପୂର୍ବତନ ବିଡିଓ- ହେଲେ- ରାୟଗଡାର ଉପ ଜିଲ୍ଲାପାଳ, କଲେକ୍ଟରେଟ
୬. ସଂଘମିତ୍ରା କାଲୋ – ଥିଲେ -ବଲାଙ୍ଗୀର, ଲୋଇସିଂଙ୍ଘାର ପୂର୍ବତନ ତହସିଲଦାର- ହେଲେ- ବାଲେଶ୍ୱର, ସୋରର ତହସିଲଦାର
୭. ସୁଦିପ୍ତା କୁମାର ନାଏକ- ଥିଲେ-ସୁନ୍ଦରଗଡ, ସ୍ପୋର୍ଟସ ଓଏସଡି- ହେଲେ- ସମ୍ବଲପୁର , କୁଚିଣ୍ଡାର ତହସିଲଦାର
୮. ରବିନାରାୟଣ ଆଚାର୍ଯ୍ୟ- ଥିଲେ- କେନ୍ଦ୍ରାପଡାର ଡେପୁଟି କଲେକ୍ଟର, କଲେକ୍ଟରେଟ- ହେଲେ- କେନ୍ଦ୍ରାପଡା, ମହାକାଳପଡାର ତହସିଲଦାର
୯. ମାନସ କୁମାର ଘଡେଇ- ଥିଲେ – କଟକ ଡେପୁଟି କଲେକ୍ଟର, କଲେକ୍ଟରେଟ- ହେଲେ- କଟକ,ରାଜସ୍ୱ ବୋର୍ଡ, ସଚିବଙ୍କ ଅଧୀନରେ
୧୦. ନିରୁପମା ବୁଡେକ- ଥିଲେ- ସମ୍ବଲପୁରର କୋର୍ଟ ଅଫିସର, କୋର୍ଟ ସଚିବ, ଆରଡିସି- ହେଲେ- ଅଣ୍ଡର ସେକ୍ରେଟେରୀ ଟୁ ଆରଡିସି, ସମ୍ବଲପୁର
୧୧. ଧର୍ମେନ୍ଦ୍ର ଶତପଥୀ- ଥିଲେ- ସ୍ପେଶାଲ ଏଲଏଓ, ସୁବର୍ଣ୍ଣରେଖା ପୋର୍ଟ ପ୍ରୋଜେକ୍ଟ, ବାଲେଶ୍ୱର- ହେଲେ- ଅନୁଗୁଳ, ତାଳଚେରର ଡେପୁଟି କଲେକ୍ଟର, ସବ କଲେକ୍ଟର
୧୨. ରାଇମତ ଟୁଡୁ- ଥିଲେ- ବାଲେଶ୍ୱରର ଡେପୁଟି କେଲକ୍ଟର,କଲେକ୍ଟରେଟ- ହେଲେ- ବାଲେଶ୍ୱରର ସ୍ପେଶାଲ ଏଲଏଓ, ସୁବର୍ଣ୍ଣରେଖା ପୋର୍ଟ ପ୍ରୋଜେକ୍ଟ
୧୩. ମମତାଜ ମହାରଣା- ଥିଲେ- ଦେଓଗଡର ଡେପୁଟି କଲେକ୍ଟର, କଲେକ୍ଟରେଟ-ହେଲେ- ମୟୁରଭଞ୍ଜର କଲେକ୍ଟର, କଲେକ୍ଟରେଟ
୧୪. ସୂର୍ଯ୍ୟକାନ୍ତ ବାରିହା- ଥିଲେ- ଡେପୁଟି କଲେକ୍ଟର, ସବ କଲେକ୍ଟର- ହେଲେ- ପିଆପ ଏଣ୍ଡ ଡିଡବ୍ଲ୍ୟୁ ବିଭାଗର ବିଡିେଓା
୧୫. ଆନନ୍ଦ କୁମାର ପପଣ୍ଡା-ଥିଲେ- କେ, ନୂଆଗାଁ, କନ୍ଧମାଳର ତହସିଲଦାର- ହେଲେ- ବଲାଙ୍ଗୀର, ଖପ୍ରାଖୋଲର ତହସିଲଦାର
୧୬. ଅନୁଜା ତାରିଣୀ ମିଶ୍ର-ଥିଲେ- ଓଏଲଏଲସି ବିଭାଗର ଓଏସଡି- ହେଲେ- କନ୍ଧମାଳ, କେ. ନୂଆଗାଁ ତହସିଲଦାର
୧୭. କୁଇନି ଜେନା – ଥିଲେ- କେନ୍ଦ୍ରାପଡାର କଲେକ୍ଟରେଟ, ଡେପୁଟି କଲେକ୍ଟର- ହେଲେ- କେନ୍ଦ୍ରାପଡାର ତହସିଲଦାର
୧୮. ସରୋଜ ବେହେରା- ଥିଲେ- ବରଗଡ ଜିଲ୍ଲା ରାଜବୋରସମ୍ବରର ପୂର୍ବତନ ବିଡିଓ-ହେଲେ- ସମ୍ବଲପୁରର ଡେପୁଟି କଲେକ୍ଟର, କଲେକ୍ଟରେଟ
୧୯. ଜନ୍ମେଜୟ ବେହେରା- ଥିଲେ- ନୂଆପଡାର ଡେପୁଟି କଲେକ୍ଟର, କଲେକ୍ଟରେଟ , ଡେପୁଟି କମିଶନର- ବର୍ତ୍ତମାନ ମଧ୍ୟ ନୂଆପଡାର ଡେପୁଟି କଲେକ୍ଟର, କଲେକ୍ଟରେଟ ଭାବରେ କାର୍ଯ୍ୟରତ ପାଇଁ ଅନୁମତି
୨୦. ତୁଷାର ଜ୍ୟୋତି ରଞ୍ଜନ- ଥିଲେ- କଟକ, ବାରଙ୍ଗ, ତହସିଲଦାର- ବର୍ତ୍ତମାନ ମଧ୍ୟ କଟକ, ବାରଙ୍ଗର ତହସିଲଦାର ଭାବରେ କାର୍ଯ୍ୟରତ ପାଇଁ ଅନୁମତି
୨୧. ମିନାକ୍ଷୀ ଦାସ- ଥିଲେ- ଇଡିକୋ , ଭୁବନେଶ୍ୱର, ଲ୍ୟାଣ୍ଡ ଅଫିସର, ଖୋର୍ଦ୍ଧା, ବେଗୁନିଆର ତହସିଲଦାର- ବର୍ତ୍ତମାନ ମଧ୍ୟ ଭୁବନେଶ୍ୱର ଇଡିକେ, ଲ୍ୟାଣ୍ଡ ଅଫିସର ଭାବରେ କାର୍ଯ୍ୟରତ ପାଇଁ ଅନୁମତି
୨୨. ଜୟଜୀତ ଢାଲ- ଥିଲେ- ଅନୁଗୁଳର ଡେପୁଟି କଲେକ୍ଟର, କଲେକ୍ଟରେଟ- ବର୍ତମାନ ମଧ୍ୟ ଅନୁଗୁଳର ଡେପୁଟି କଲେକ୍ଟର, କଲେକ୍ଟରେଟ ଭାବରେ କାର୍ଯ୍ୟରତ ପାଇଁ ଅନୁମତି
୨୩. ଶୁଭଙ୍କରୀ ସୁଦେଷ୍ଣା ଦାସ- ଥିଲେ- କେନ୍ଦ୍ରାପଡା, ଡେରାବିଶର ବିଡିଓ- ହେଲେ- ମୟୁରଭଞ୍ଜ , ବାଙ୍ଗିରିପୋଷିର ତହସିଲଦାର










