27.1 C
Bhubaneswar
Wednesday, December 10, 2025
Homeଓଡିଶାଆନ୍ଦୋଳନରତ ଶିକ୍ଷକଙ୍କୁ ଚରମବାଣୀ

ଆନ୍ଦୋଳନରତ ଶିକ୍ଷକଙ୍କୁ ଚରମବାଣୀ

ଭୁବନେଶ୍ୱର: ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କଡା ଆଭିମୁଖ୍ୟ । ମନ୍ତ୍ରୀ କହିଛନ୍ତି ଯେ ସରକାର ଶିକ୍ଷକଙ୍କ ଦାବିକୁ ନେଇ ବିଚାର କରୁଛନ୍ତି । ଯେଉଁ ଦାବି ପୂରଣ କରାଯାଇପାରିବ ସେସବୁ ନିଶ୍ଚିତ ପୂରଣ ହେବ । ସରକାର ସବୁବେଳେ ଶିକ୍ଷକଙ୍କ ସହ ଅଛନ୍ତି । ପିଲାଙ୍କ ପାଠପଢା ଛାଡି ଆନ୍ଦୋଳନ କରିବା ଠିକ୍ ନୁହେଁ । ସରକାରଙ୍କୁ ଚାପଦେଲେ କୌଣସି କାମ ହେବନାହିଁ । କର୍ତ୍ତବ୍ୟରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ଓଡ଼ିଶା ଜୁନିଅର ଶିକ୍ଷକ ସଂଘ ଭୁବନେଶ୍ୱରର ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରି ଏହାର ପ୍ରତିବାଦକୁ ତୀବ୍ର କରିଛନ୍ତି

ରାଜଧାନୀରେ କନିଷ୍ଠ ଶିକ୍ଷକ ସଂଘର ଗର୍ଜନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking