21.1 C
Bhubaneswar
Monday, December 8, 2025
Homeଓଡିଶା୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ

୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ

ଭୁବନେଶ୍ୱର: ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ । କଟକରେ ସର୍ବାଧିକ ୧୭୯, କେନ୍ଦ୍ରାପଡାରେ ୧୧୦, ମୟୁରଭଞ୍ଜରେ ୧୫୪ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ୨୦୨୫ରେ ୪୨୭ ଜଣ ପାଣିରେ ବୁଡି ମରିଛନ୍ତି । ସମୁଦ୍ରରେ ପୁରୀରେ ସର୍ବାଧିକ ୬୨ ଜଣଙ୍କ ଜୀବନ ଯାଇଥିବା ବେଳେ ଗଞ୍ଜାମରେ ୧୩ ଜଣଙ୍କ ଜୀବନ ଯାଇଛି । ଆଜି ବିଧାନସଭା ଶୀତ କାଳୀନ ଅଧିବେଶନର ଦଶମ ଦିନ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ଗୃହରେ ରଖୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking