27.1 C
Bhubaneswar
Saturday, December 6, 2025
Homeଓଡିଶାବାରବାଟୀରେ ଫାୟାର ଡିଜିଙ୍କ ଯାଞ୍ଚ

ବାରବାଟୀରେ ଫାୟାର ଡିଜିଙ୍କ ଯାଞ୍ଚ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ଯାଞ୍ଚ କରିଛନ୍ତି । ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଲେ ଯାଞ୍ଚ । ଷ୍ଟାଡିୟମ୍ ଭିତରେ ଯାଞ୍ଚ ପରେ ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ ୩୫୦ ଅଗ୍ନି ଯୋଦ୍ଧା, ୨୧ଟି ଦମକଳ ନିୟୋଜିତ ହେବେ । ୭ଟି ଅସ୍ଥାୟୀ ଦମକଳ କେନ୍ଦ୍ର, ୨ କଣ୍ଟ୍ରୋଲ ରୁମ୍‌ର ବ୍ୟବସ୍ଥା କରାଯିବ । ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ପୂର୍ବରୁ ପାଲିସ କମିଶନର ଏସ୍ ଦେବଦତ୍ତସିଂ ସୂଚନା ଦେଇଥିଲେ ଯେ ମ୍ୟାଚ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷାକୁ ନେଇ ସଜାଗ ଅଛି କମିଶନରେଟ୍ ପୋଲିସ । ଏୟାରଲାଇନ୍ସ ସମସ୍ୟା ଭିତରେ ଗତକାଲି ଖେଳାଳି ପହଞ୍ଚିଛନ୍ତି । ସମୟ ନିର୍ଘଣ୍ଟ ହିସାବରେ ଅନ୍ୟ ଖେଳାଳିମାନେ ମଧ୍ୟ ପହଞ୍ଚିବେ । ଗତକାଲି ଶାନ୍ତିଶୃଙ୍ଖଳା ଭିତରେ ଲୋକମାନେ ଟିକେଟ୍ କିଣିଛନ୍ତି । ଟିକେଟ୍ କଳାବଜାରୀ କଥା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

ମ୍ୟାଚ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା: ସିପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking