19.1 C
Bhubaneswar
Friday, December 5, 2025
Homeଓଡିଶାସମୁଦ୍ର ଆଁରେ ୩ ଜିଲ୍ଲାର ୪୬ ଗାଁ

ସମୁଦ୍ର ଆଁରେ ୩ ଜିଲ୍ଲାର ୪୬ ଗାଁ

ଭୁବନେଶ୍ୱର: ୩ଟି ଉପକୂଳ ଜିଲ୍ଲାର ଅନେକ ଗାଁ ସମୁଦ୍ର ଜୁଆର  ଦ୍ୱାରା ପ୍ରଭାବିତ ହୋଇଛି । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିା ସୂଚନା ଦେଇଛନ୍ତି । କେନ୍ଦ୍ରାପଡାର ୨୬, ଗଞ୍ଜାମର ୧୪ , ପୁରୀର ୬ଟି ଗାଁ ସମୁଦ୍ରରେ ବିଲୀନ ହୋଇଛି । ୧୯୯୦ରୁ ୨୦୧୮ ମସିହା ମଧ୍ୟରେ ସମୁଦ୍ର ମାଡି ଆସିବା ଦ୍ୱାରା ପ୍ରଭାବିତ  ହୋଇଛନ୍ତି । ରାଜନଗରର ସାତଭାୟା, କାହ୍ନୁପୁର, ବରାହିପୁର ଗାଁ ଲୋକେ ଥଇଥାନ କରିଛନ୍ତିା ବଗପଟିଆରେ ମଗରକଣ୍ଡା ଓ ରବୀନ୍ଦ୍ରପାଲି  ଲୋକଙ୍କୁ  ଥଇଥାନ କରାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁରରେ  ଚାଷ ଜମି ପ୍ରଭାବିତ  ହୋଇଛି । କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ବି ଚାଷଜମି ପ୍ରଭାବିତ ହୋଇଛି । ୬ଟି  ଉପକୂଳ ଜିଲ୍ଲାର  ୧୪୦. ୭୩  ହେକ୍ଟର ଚାଷ  ଜମି ଅବକ୍ଷୟ  ହୋଇଛି । ସମୁଦ୍ର ଜୁଆର ରୋକିବାକୁ ଅଧିକ ହେନ୍ତାଳ ବଣ  ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking