ପୁରୀ: ପୁରୀ ଶ୍ରୀମନ୍ଦିରକୁ ଐତିହ୍ୟ ଆଲୋକୀକରଣ କରାଯିବ । ୧୦ କିମି ଦୂରରୁ ଆଲୋକିତ ଦ୍ୱାରା ଶ୍ରୀମନ୍ଦିର ଦୃଶ୍ୟମାନ ହେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଡିପିଆର୍ ପ୍ରସ୍ତୁତ ହୋଇଛି । ଏଥିପାଇଁ ୧୭ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଅବଢା ଯୋଜନାରେ ଖର୍ଚ୍ଚ କରିବାକୁ ସରକାରଙ୍କୁ ଅନୁରୋଧ କରାଯିବ ।










