ଯାଜପୁର: ମିଳିତ ଟ୍ରେଡ଼ ୟୁନିଅନ ପକ୍ଷରୁ କେନ୍ଦ୍ର ସରକାର ନୂତନ ଶ୍ରମ କୋଡ଼କୁ ବାତିଲ କରିବା ଦାବି କରି ଆଇ ଏନ ଟି ୟୁ ସି ସି,ଆ ଇ ଟି ୟୁ ସି ପକ୍ଷରୁ ଶ୍ରମ ଆଇନଯୁକ୍ତଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ରାଜ୍ୟ ଆଇ ଏନ ଟି ୟୁ ସି ର ଉପସଭାପତି ବିଦ୍ୟାଧର ମହାନ୍ତି ଙ୍କ ନେତୃତ୍ୱ ରେ ଧବଳ ଗିରି ଛକ ଠାରୁ ଏକ ବିରାଟ ପଟୁଆର ରେ ଶ୍ରମ ଆଇନ କୁ ବାତିଲ କର କେନ୍ଦ୍ର ସରକାର ଶ୍ରମିକ ମାରାଣ ନୀତି ଚଳିବ ନାହଁ ସରକାରୀ ବିରୋଧୀ ନାରା ଦେଇ ଶ୍ରମ ଅଯୁକ୍ତ କାର୍ଯ୍ୟାଳୟ କୁ ଆସି କେନ୍ଦ୍ର ସରକାର ନୂତନଶ୍ରମ କୋଡଆଇନ କୁ ବାତିଲ କର ଦାବି କରି ଶ୍ରମକାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷେlଭ ପଦର୍ଶନ କରିବା ଓ ପ୍ରତିବାଦ ସଭା କରାଯାଇଥିଲା l ନୂତନ ଶ୍ରମ କୋଡ଼ କୁ ବାତିଲି କରିବା ପାଇ ଯୁଗ୍ମ ଶ୍ରମ ଆୟୁକ୍ତ ଦାହିତ୍ୱ ଥିବା ସତ୍ୟ ନାରାୟଣ ଅlଚର୍ଯ୍ୟାକୁ ଦାବି ପତ୍ର ପ୍ରଦାନ କରାଯାଇଛିl କେନ୍ଦ୍ର ସରକାର ପୁଞ୍ଜିପତି ମାନଙ୍କୁ ପତ୍ସାହନ ଦେବା ପାଇଁ ଶ୍ରମିକ ମାରାଣ ନୀତି ପାଇଁ ନୂତନ ଶ୍ରମ କୋଡ଼ ଆଇନି ପଣୟନ କରି ଛନ୍ତି ତୁରନ୍ତ ପତ୍ୟାହାର ନ କଲେ ଆନ୍ଦୋଳନ ଭାୟା ଭୟ ହେବ ବୋଲି ଶ୍ରମିକ ନେତା ବିଦ୍ୟା ଧର ମହାନ୍ତି ସମେତ ଉପସ୍ଥିତ ଥିବା ଶ୍ରମିକ ନେତା ମାନେ କେନ୍ଦ୍ର ସରକାର ଙ୍କୁ ଚେତାବନି ଦେଇଥିଲେ l










