28.1 C
Bhubaneswar
Wednesday, February 4, 2026
Homeଓଡିଶାଏସଆଇ ସ୍କାମ୍‌: ସିବିଆଇ କୋର୍ଟରେ ରିମାଣ୍ଡ ଆବେଦନ

ଏସଆଇ ସ୍କାମ୍‌: ସିବିଆଇ କୋର୍ଟରେ ରିମାଣ୍ଡ ଆବେଦନ

ଭୁବନେଶ୍ୱର: ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ତଦନ୍ତ ଜାରି ରହିଛି । ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଆବେଦନ ହୋଇଛି । ଲୋକନାଥ ସାହୁ, ତଫିମ୍ ଅହମ୍ମଦ ଖାନ୍‌, ଯବାନ ବିଶ୍ୱରଂଜନଙ୍କ ପାଇଁ ରିମାଣ୍ଡ ଆବେଦନ କରାଯାଇଛି । ୪ ଦିନିଆ ରିମାଣ୍ଡ ପାଇଁ ସିବିଆଇ କୋର୍ଟରେ ଆବେଦନ କରାଯାଇଛି । ସୂଚନାଯୋଗ୍ୟ, ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଦୁର୍ନୀତି ମାମଲା ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିଥିବା ନେଇ ସନ୍ଦେହ ହେବା ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ସୁପାରିଶ କରିଥିଲେ। ପରେ ସିବିଆଇକୁ ତଦନ୍ତ ଦାୟୀତ୍ବ ଦିଆଯାଇଥିଲା।

https://www.youtube.com/watch?v=o1N750Usd40

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking