26.1 C
Bhubaneswar
Sunday, May 3, 2026
Homeଓଡିଶାପୁଣି ୪ ଆଶାୟୀଙ୍କ ସିବିଆଇ ଜେରା

ପୁଣି ୪ ଆଶାୟୀଙ୍କ ସିବିଆଇ ଜେରା

ଭୁବନେଶ୍ୱର: ପୋଲିସ ଏସଆଇ ସ୍କାମ୍ ଘଟଣାରେ ପୁଣି ୪ ଚାକିରି ଆଶାୟୀଙ୍କ ସିବିଆଇ ଜେରା। ଭୁବନେଶ୍ୱର ସିବିଆଇ କାର୍ଯ୍ୟଆଳୟକୁ ଡାକି ଜେରା କରାଯାଉଛି। ଏପର୍ଯ୍ୟନ୍ତ ୧୦ ଚାକିରି ଆଶାୟୀଙ୍କୁ ଡାକି ଜେରା କରାଗଲାଣି। ସିବିଆଇ କାର୍ଯ୍ୟାଳୟରେ ପଚରାଉଚରା ପ୍ରାୟ ଆଠ ଘଣ୍ଟା ଧରି ଚାଲିଥିଲା। ନଭେମ୍ବର ୧୧ ​​ତାରିଖରେ ଏସଆଇ ନିଯୁକ୍ତି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ଏହି ପଚରାଉଚରା ଚାଲିଛି। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ, ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଅନେକ ପର୍ଯ୍ୟାୟ ପଚରାଉଚରା କରିଥିଲା ​​ଏବଂ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କୁ ନ୍ୟାୟିକ ହେପାଜତରେ ରଖିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking